
ଓଡ଼ିଶା ହରାଇଲା କିମ୍ବଦନ୍ତୀ ସ୍ୱର, ୮୮ ବର୍ଷ ବୟସରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ
ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ୮୮ ବର୍ଷ ବୟସରେ ଭୁବନେଶ୍ୱରରେ ପରଲୋକ। ୧୯୫୮ରୁ ଆରମ୍ଭ ହୋଇଥିବା ତାଙ୍କ ଦୀର୍ଘ ସଙ୍ଗୀତ ଯାତ୍ରାରେ ୨୦୦ରୁ ଅଧିକ ଫିଲ୍ମରେ କଣ୍ଠଦାନ କରିଥିଲେ।





